ରିପୋର୍ଟ କାର୍ଡ / ଭୁବନେଶ୍ବର
ଇଡ୍କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ବର, କଟକ, ଯାଜପୁର ସମେତ ୮ଟି ସ୍ଥାନରେ ଚଢାଉ ଜାର ରହିଛି । ଚଢାଉରେ ୧୦ DSP, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଇଡ୍କୋ ଚିଫ୍ ଜେନରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ କଟକ ମହାନଦୀ ବିହାରରେ ଥିବା ୩ ମହଲା କୋଠା, ଭୁବନେଶ୍ବର ଅମ୍ରିତା ଆଳୟରେ ଥିବା ଫ୍ଲାଟ, ଯାଜପୁର ଜାରକାରେ ଥିବା ପୈତୃକ ଘରେ ଚଢାଉ ଜାରି ରହିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..