Report Card Odisha

| Daily Odia News

ଗଡିବ ଅମୃତ ଭାରତ ଟ୍ରେନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ରେଳ ଭିଭାଗକୁ ‘ବନ୍ଦେ ଭାରତ’ର ସଫଳତା ପରେ ଗଡ଼ିବ ‘ଅମୃତ ଭାରତ’ ଟ୍ରେନ୍। ଖୁବଶୀଘ୍ର ଏହାକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ‘ବନ୍ଦେ ଭାରତ’ ପରି ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ହୋଇଛି |

Breaking News