ଦେଶ ବିଦେଶ ଇଣ୍ଡୋନେସିଆରେ ଭୂକମ୍ପ….. Report Card Bureau December 31, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ଥିବା ଜଣାପଡ଼ିଛି। ତେବେ ଭୂକମ୍ପଜନିତ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ଅପରପକ୍ଷରେ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ସୁନାମି ସତର୍କତା ଦିଆଯାଇନାହିଁ।Continue ReadingPrevious ଓଡ଼ିଶା ଦେଇ ଗଡ଼ିଲା ଅମୃତ ଭାରତ ଏକ୍ସପ୍ରେସ୍…..Next ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ……Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ରାଜନୀତି ଆଜି ଇସ୍ତଫା ଦେବେ ନୀତୀଶ….. March 30, 2026 Report Card Bureau 1 min read ଦେଶ ବିଦେଶ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ….. March 28, 2026 Report Card Bureau 1 min read ଦେଶ ବିଦେଶ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ….. March 28, 2026 Report Card Bureau
More Stories
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..