Report Card Odisha

| Daily Odia News

ରାଜ୍ୟ ପୋଲିସ ଡିଜି ଦାୟିତ୍ୱରେ ଅରୁଣ ଷଡଙ୍ଗୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ୱ ଆଇପିଏସ୍‌ ଅରୁଣ ଷଡଙ୍ଗୀ। ରବିବାର ପୋଲିସ ଡିଜି ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଡିଜିପି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି | ୧୯୯୦ ବ୍ୟାଚ୍‌ର IPS ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି |

Breaking News