ରିପୋର୍ଟ କାର୍ଡ / ଟିଟଲାଗଡ
ତୁଷୁରା ଏବଂ ଗୁଡଭେଲା ବ୍ଲକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଗୁଡଭେଲା ଚାଷୀ ସଂଗଠନ ଓ ତୁଷୁରା ୟୁଥ୍ ଆକ୍ସନ୍ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଧାନ ମଣ୍ଡିରେ କଟନୀଛଟନୀ ଓ ମିଲରଙ୍କ ମନମାନି ବିରୋଧରେ ଏହି ବନ୍ଦ ହୋଇଛି | ଜିଲ୍ଲାରେ ସମସ୍ତ ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି। ସହରର ଛକ ସ୍ଥାନ ମାନଙ୍କରେ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..