Report Card Odisha

| Daily Odia News

ୟୁସିସି ବିଧେୟକ ଆଗତ କଲା ଉତ୍ତରାଖଣ୍ଡ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା(ୟୁସିସି) ଉତ୍ତରାଖଣ୍ଡ ୨୦୨୪ ବିଧେୟକ ଆଗତ କରିଛନ୍ତି। ବିଧେୟକ ଆଗତ ହେବା ପରେ ବିଧାନସଭାରେ ବିଧାୟକମାନେ ‘ବନ୍ଦେ ମାତରମ୍‌’ ଓ ‘ଜୟ ଶ୍ରୀରାମ’ ନାରା ଲଗାଇଥିଲେ। ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୟୁସିସି ବିଲ୍‌କୁ ଆଗତ କରିଛନ୍ତି। ଏହି ସମୟରେ ବିରୋଧୀ ବିଧାୟକମାନେ ଲଗାତର ଭାବେ ଗୃହରେ ହଟ୍ଟଗୋଳ କରିଥିଲେ।

Breaking News