Report Card Odisha

| Daily Odia News

ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଥିବାବେଳେ ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ବର୍ତ୍ତମାନ ନଡ୍ଡା ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ପଦରେ ଜୁନ୍ ୨୦୨୪ ପର୍ଯ୍ୟନ୍ତ ରହିବେ। ବିଜେପି ସଂସଦୀୟ ବୋର୍ଡ଼ ପକ୍ଷରୁ କାର୍ଯ୍ୟକାଳ ଅବଧି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କେବଳ ଏତିକି ନୁହେଁ, ଜେପି ନଡ୍ଡାଙ୍କୁ ବଡ଼ ତଥା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ମଧ୍ୟ ଅନୁମତି ଦିଆଯିବ।

Breaking News