Report Card Odisha

| Daily Odia News

ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ……

ରିପୋର୍ଟ କାର୍ଡ / ଭୁବନେଶ୍ୱର 

ନବୀନ ନିବାସରେ ବିଜେଡି ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୁରୀ ସଂସଦୀୟ କ୍ଷେତ୍ରର ନେତା ଉପସ୍ଥିତ ରହିଛନ୍ତି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ଉପସ୍ଥିତ ରହିଛନ୍ତି।

Breaking News