ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି | ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
ବିଧାନସଭା ପ୍ରାର୍ଥୀ-
ରେଙ୍ଗାଲି-ସୁଦର୍ଶନ ହରିପାଲ
ରାଉରକେଲା- ଶାରଦା ପ୍ରସନ୍ନ ନାୟକ
ବୀରମିତ୍ରପୁର- ରୋହିତ ଜୋସେଫ ତିର୍କୀ
କେନ୍ଦୁଝର- ମୀନା ମାଝୀ
ରାଇରଙ୍ଗପୁର- ରାଇସିଂ ମୁର୍ମୁ
ବାଲେଶ୍ୱର- ସ୍ୱରୁପ କୁମାର ଦାସ
ବାରବାଟୀ-କଟକ- ପ୍ରକାଶ ବେହେରା
ସାଲେପୁର-ପ୍ରଶାନ୍ତ ବେହେରା
ଜୟଦେବ-ନବକିଶୋର ମଲ୍ଲିକ






More Stories
ଘୂର୍ଣ୍ଣିବଳୟ ସକ୍ରିୟ:ଘଡ଼ଘଡି ସହ ବର୍ଷା ସମ୍ଭାବନା…..
ବାତ୍ୟା ନେଇ ଏଯାଏଁ କୌଣସି ଆକଳନ ହୋଇନି…..
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….