ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ରାଜ୍ୟରେ ବିଜେପି ସରକାର କାର୍ଯ୍ୟ ଆରମ୍ଭ କରିବାର ମାତ୍ରକେ ଲୋକସେବା ଭବନ( ରାଜ୍ୟ ସଚିବାଳୟ)କୁ ସାମ୍ବାଦିକମାନଙ୍କ ପାଇଁ ଅନୁମତିମିଳିଛି । ସାମ୍ବାଦିକମାନେ ଆଜି ସନ୍ଧ୍ୟାରେ ଲୋକସେବା ଭବନକୁ ପ୍ରାୟ ୪ବର୍ଷ ପରେ ପ୍ରବେଶକରିଛନ୍ତି। ବିଜେଡି ସରକାର ଦ୍ୱାରା ୨୦୨୦ ମାର୍ଚ୍ଚ ମାସରେ ଲୋକସେବା ଭବନକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..