ରିପୋର୍ଟ କାର୍ଡ / ପୁରୀ
ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିସାରିଛି ତିନିରଥ | ରତ୍ନବେଦୀ ଛାଡି ଜନ୍ମବେଦି ଆସିଛନ୍ତି ମହାପ୍ରଭୁ। ପ୍ରଥମେ ଗୁଣ୍ଡିଚାମନ୍ଦିର ପାଖ ଶରଧାବାଲିରେ ପହଞ୍ଚିଥିଲେ ବଡ଼ଠାକୁର ଶ୍ରୀବଳଦେବ ଓ ହଳଦୀମୁଖୀ ମା’ ସୁଭଦ୍ରା ଶେଷରେ ପହଞ୍ଚିଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଘଣ୍ଟଘଣ୍ଟା ନାଦ ସାଙ୍ଗକୁ ହରିବୋଲ ଧ୍ବନିରେ ପ୍ରକମ୍ପିତ ଉଠିଥିଲା ବଡ଼ଦାଣ୍ଡ। କୌଣସି ଅଘଟଣ ଘଟିନାହିଁ ଏଥର ରଥଯାତ୍ରାରେ। ବଡ଼ଦାଣ୍ଡ ଜନ ସମୁଦ୍ରରେ ପରିଣତ ହୋଇଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..