ରିପୋର୍ଟ କାର୍ଡ / ଭୁବନେଶ୍ୱର
ସପ୍ତଦଶ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି | ଗୃହ ଆରମ୍ଭରୁ ବାଚସ୍ପତି ଶୋକ ପ୍ରସ୍ତାବ ଆଗତ କରିଥିଲେ | ଏହା ପରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ | ବାଚସ୍ପତି ଗୃହକୁ ୧୧ ଟା ୪୧ ପର୍ଯ୍ୟନ୍ତ ମୁଲତବୀ ଘୋଷଣକରିଛନ୍ତି |
More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..