ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳର ତାନାହୁନ ଜିଲ୍ଲାରେ ବସ ଦୁର୍ଘଟଣ ଘଟିଛି | ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି | ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି | ବସ ଟି ପୋଖରାରୁ ବାହାରି କାଠମାଣ୍ଡୁ ଯିବା ବେଳେ ନଦୀକୁ ଖସି ପଡିଛି | ଖବରପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାରକାର୍ଯ୍ୟ କରିଥିଲେ | ଏହି ବସଟି ଉତ୍ତରପ୍ରଦେଶର ଗୋରଖପୁରର ବୋଲି ଜଣାପଡିଛି | ତେବେ ବସରେ ଥିବା ଯାତ୍ରୀମାନେ କେଉଁ ଜିଲ୍ଲାର ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ |






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..