ରିପୋର୍ଟ କାର୍ଡ / ଭୁବନେଶ୍ୱର
ନର୍ସିଂ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସରକାର। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ,ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି ନର୍ସିଂ ନିର୍ଦ୍ଦେଶ। ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ। ନର୍ସିଂ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ,ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି ନର୍ସିଂ ନିନିର୍ଦ୍ଦେଶ ।ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ। ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଥିଲା ନର୍ସିଂ ସଂଘ। ଅଗଷ୍ଟ ୭ ତାରିଖରୁ ଏସମା ଲାଗିରହି ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ଦ୍ଦେଶ। ଜରୁରୀକାଳୀନ ସେବାରେ ନିୟୋଜିତଥିବାରୁ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ନର୍ସିଂ କର୍ମଚାରୀ।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……