ରିପୋର୍ଟ କାର୍ଡ / କଟକ
କର୍ମଚାରୀ ଏବଂ ସୁରକ୍ଷାକର୍ମୀ ଆନ୍ଦୋଳନଙ୍କ ଯୋଗୁ ନେତାଜୀ ବସ ଟର୍ମିନାଲରେ ଅଚଳାବସ୍ଥା ଦେଖାଦେଇଛି। ବିଭିନ୍ନ ଦାବି ନେଇ ବ ଟର୍ମିନାଲ କର୍ମଚାରୀ ଆନ୍ଦୋଳନ କରିଥିିବା ସୂଚନା ମିଳିଛି। ଟିକଟ କାଉଣ୍ଟର ବନ୍ଦ ରହିଥିବାବେଳେ ଆନ୍ଦୋଳନରେ ବସଷ୍ଟାଣ୍ଡର ସୁରକ୍ଷାକର୍ମୀ ସାମିଲ ହୋଇଛନ୍ତି।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..