ରିପୋର୍ଟ କାର୍ଡ / ସମ୍ବଲପୁର
ଆଜି ସକାଳେ ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳରେ ପୋଲିସ ସହ ଜଣେ ଦୁର୍ବୃତ୍ତର ଗୁଳି ବିନିମୟ ହୋଇଥିଲା। ଏଥିରେ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ବାଜିଥିଲା। ତାଙ୍କ ନାମ ମହେଶ କୁମାର। ତାଙ୍କ ନିକଟରୁ ଗୋଟିଏ ୭ ଏମଏମ୍ ପିସ୍ତଲ ଏବଂ ୨ଟି ଖାଲି ଗୁଳି ଏବଂ ୪୦ହଜାର ଟଙ୍କା ନଗଦ ଏବଂ ତାଙ୍କ ବାଇକ୍ ଜବତ କରାଯାଇଛି। ଗତକାଲି ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ସେ ମାରଣରସ୍ତ୍ର ଦେଖାଇ ଜଣଙ୍କଠାରୁ ୪୫୦୦୦ ଟଙ୍କା ଛଡ଼ାଇ ନେଇଥିଲେ। ସେ ବିପଦମୁକ୍ତ ଅଛନ୍ତି। ମହେଶ କୁମାରଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି। ଏନେଇ ଅଧିକ ତଦନ୍ତ ଚାଲିଛି। ଗତକାଲି ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା, ଯେଉଁଥିରେ ସେ ମାରଣରସ୍ତ୍ର ଦେଖାଇ ଜଣଙ୍କଠାରୁ ୪୫୦୦୦ ଟଙ୍କା ଛଡ଼ାଇ ନେଇଥିଲେ। ସେ ବିପଦମୁକ୍ତ ଅଛନ୍ତି। ମହେଶ କୁମାରଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..