ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧୯ରେ ବିଜେଡି ସଭାପତି ନିର୍ବାଚନ ହେବ ଏଥର ନୂଆ ଢାଞ୍ଚାରେ ସଂଗଠନ ଗଢ଼ିବ ବିଜେଡି । ପୁଣି ନବୀନ ସଭାପତି ନିର୍ବାଚିତ ହେବେ କି ଆଉ କିଏ ଏହାକୁ ନେଇ ଚର୍ଚ୍ଚା ବଢ଼ୁଛି। ଅନ୍ୟପକ୍ଷେ ୧୯ ତାରିଖ ପରେ ଜିଲା ସଭାପତିଙ୍କ ନାଁ ଘୋଷଣା ହେବ ଦଳରେ ରାଜନୈତିକ ବ୍ୟାପାର କମିଟି ଗଢ଼ାଯିବ ଏହି କମିଟିରେ କିଛି ବରିଷ୍ଠ ନେତା ରହିବେ ।ବିବାଦୀୟ ନେତା କମିଟିରେ ରହିବା ସମ୍ଭାବନା କମ ରହିଥିବା ସୂଚନା ମିଳିଛି। ଦଳରେ ନମ୍ବର-୨ ନେଇ ନାଁ ଘୋଷଣା ହୋଇପାରେ ଏହି ରେସ୍ରେ ୩ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ନିର୍ବାଚନରେ ଜିତିଲେ ଦିଦି;ଭାଜପା ଚିତ୍ପଟାଙ୍ଗ…..