Report Card Odisha

| Daily Odia News

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ | ଦଶମରେ ମୋଟ୍ ପାସ୍ ହାର ୯୩.୬୬ ପ୍ରତିଶତ | ଗତବର୍ଷ ତୁଳନାରେ ପାସ୍ହାର ୨.୩୭ ପ୍ରତିଶତ ବୃଦ୍ଧି ହୋଇଛି | ଛାତ୍ରୀଙ୍କ ପାସ ହାର ୯୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ ହାର ୯୨.୬୨ ପ୍ରତିଶତ ରହିଛି |

Breaking News