Report Card Odisha

| Daily Odia News

ତପସ୍ବିନୀ ଏକ୍ସପ୍ରେସ୍‌କୁ ପଥର ମାଡ଼……

ରିପୋର୍ଟ କାର୍ଡ / ସମ୍ବଲପୁର

ତପସ୍ବିନୀ ଏକ୍ସପ୍ରେସ ଟ୍ରେନକୁ ପଥର ମାଡ଼ ହୋଇଛି। ଏଥିରେ ଭାଙ୍ଗିଲା ଟ୍ରେନର କାଚ ଭାଙ୍ଗିପଡ଼ିଛି। ପଥର ମାଡ଼ ପରେ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ଏହି ପଥର ମାଡ଼ ସୂଚନା ମିଳିଛି। ଏସି ବଗି ବି-୭ ଉପରକୁ ପଥର ମାଡ଼ ହୋଇଥିବା ଜଣାପଡିଛି। ପଥର ମାଡ଼ର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ରେଲଓ୍ବେ ପୋଲିସ ଘଟଣାର ତଦନ୍ତ କରୁଛି।

Breaking News