ରିପୋର୍ଟ କାର୍ଡ / ଭୁବନେଶ୍ବର
ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ସାଢେ ୫ଟା ପୂର୍ବରୁ ଅଫିସ୍ ଛାଡିବାକୁ ସ୍ପଷ୍ଟ ବାରଣ ରହିଛି । ୧୦ଟାରେ ଅଫିସ ଆସିବା ସହ ସାଢେ ୫ଟା ପରେ ଅଫିସ୍ ଛାଡିବେ ସମସ୍ତ କର୍ମଚାରୀ । ସାଢେ ୫ଟା ପୂର୍ବରୁ କୌଣସି ବି କର୍ମଚାରୀ ଅଫିସ୍ ଛାଡିପାରିବେନାହିଁ । ଅତି କମରେ ସାଢେ ୭ ଘଣ୍ଟା କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହ ସମସ୍ତଙ୍କର ବାୟୋମେଟ୍ରିକ୍ ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..