ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବ୍ ଶୀଘ୍ର ନିଲାମ ହେବ ଆଉ ୨୨ଟି ଖଣି । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମଙ୍ଗଳବାର ଖଣି ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ନୂଆ ସରକାର ଆସିବା ବର୍ଷକ ମଧ୍ୟରେ ପରେ ୮ଟି ଖଣି ନିଲାମ କରିଛନ୍ତି । ଖଣି ନିଲାମ ହେବା ଦ୍ୱାରା ରାଜ୍ୟର ରାଜସ୍ୱ ବଢିବା ସହ ଶିଳ୍ପ ଆସିବ । ନିଯୁକ୍ତି ବଢିବ । ଏହି ସମସ୍ତ ଦିଗକୁ ଗୁରୁତ୍ୱ ଦେଇ ବିଭାଗ କାମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..