ରିପୋର୍ଟ କାର୍ଡ / ଭୁବନେଶ୍ବର
ରବି ଋତୁ ଧାନ ସଂଗ୍ରହରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିବା ଘଟଣା। ମିଥ୍ୟା ତଥ୍ୟ ଦେଇଥିବା ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।୧ ଲକ୍ଷ ୮୧ ହଜାର ୬୮୪ ଟି ପ୍ଲଟ୍ରେ ହୋଇନି ଚାଷ। ଏନେଇ ୭ ଦିନ ଭିତରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ପଷ୍ଟୀକରଣ ନ ରଖିଲେ ବର୍ଷେ ପାଇଁ ଧାନ ସଂଗ୍ରହରୁ ବାଦ୍ ପଡ଼ିବେ। ଜମିରେ ଚାଷ ନକରି ଧାନ ସଂଗ୍ରହ ପାଇଁ କରିଥିଲେ ପଞ୍ଜିକରଣ। ସାଟେଲାଇଟ ସର୍ଭେରେ ଚାଷୀଙ୍କ ମିଥ୍ୟା ତଥ୍ୟ ଧରାପଡ଼ିଥିଲା। ୨୦୨୪-୨୫ ରବି ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….