ରାଜ୍ୟ ସ୍କୁଲ ଛୁଟି ଘୋଷଣା !….. Report Card Bureau July 30, 2025 ରିପୋର୍ଟ କାର୍ଡ / ଭଦ୍ରକଭଦ୍ରକ ଜିଲ୍ଲାର ୪ ବ୍ଲକରେ ଆଜି ଅର୍ଥାତ୍ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।Post navigationPrevious ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ…..Next ନଦୀକୁ ଖସିଲା ଯବାନଙ୍କ ବସ୍…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍….. August 27, 2026 Report Card Bureau 1 min read ରାଜ୍ୟ ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!….. August 27, 2026 Report Card Bureau 1 min read ଆମ ସହର ରାଜ୍ୟ ଆମ ବସ୍’ ଯାତ୍ରା ମାଗଣା….. August 26, 2026 Report Card Bureau
More Stories
ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ନୋଟିସ୍…..
ହୋଟେଲ ଚେକ୍-ଇନ୍ରେ ବଦଳିବ ନିୟମ!…..
ଆମ ବସ୍’ ଯାତ୍ରା ମାଗଣା…..