ରିପୋର୍ଟ କାର୍ଡ / ବାଲେଶ୍ବର
ବ୍ଲେଡ୍ରେ କାଟିଦେଲେ ବେକ । ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ । ବାଲେଶ୍ବର ଷ୍ଟେସନ ଛକ ସପିଙ୍ଗ ମଲ୍ ସାମନାରେ ଯୁବତୀଙ୍କୁ ଆକ୍ରମଣ। ବିଚ୍ ରାସ୍ତାରେ ଯୁବତୀଙ୍କ ଗଳା କାଟିଲା ମଦ୍ୟପ ଯୁବକ । ଗୁରୁତର ଅବସ୍ଥାରେ ଯୁବତୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ, ଯୁବକଙ୍କୁ ଅଟକ ରଖି ପୋଲିସ ଆରମ୍ଭ କରିଛି ତଦନ୍ତ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..