ରିପୋର୍ଟ କାର୍ଡ / ଭୁବନେଶ୍ଵର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ। ଲୋକସେବା ଭବନରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସଂପ୍ରସାରଣ ନେଇ ଆଲୋଚନା ହୋଇଛି। ଏଥିରେ ବାର୍ଷିକ କ୍ଷମତା ୪.୫ ମିଲିୟନ ଟନ୍ରୁ ୯.୫ ମିଲିୟନ ଟନ୍କୁ ସଂପ୍ରସାରଣ ଲକ୍ଷ୍ୟ ରଖାଯାଇଛି। ସମସ୍ୟାର ସମାଧାନ ସହ ସମସ୍ତ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦେବା ସହ ତୁରନ୍ତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..