Report Card Odisha

| Daily Odia News

ଆଜି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି | କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି | ବେଳୁ ହିଁ ସତର୍କ ହେବାକୁ ପଡିବ | ପୂର୍ବ ବର୍ଷ ରାଜ୍ୟ ସରକାରଙ୍କର ଉଚିତ ପଦକ୍ଷେପ ନେଇ ଥିଲେ ଯାହାଦ୍ୱାରା ରାଜ୍ୟରେ ସ୍ଥିତି ସେତେଟା ବିଗିଡି ନଥିଲା | ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ରାଜ୍ୟ ସରକାରଙ୍କର ସବୁ ବରିଷ୍ଠ ଅଧିକାରୀ, ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍ ପିଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଲୋଚନାରେ କଣ ନିଷ୍ପତି ନେବେ ସରକାର ତାହା ଉପରେ ରାଜ୍ୟବାସୀଙ୍କ ନଜର |

Breaking News