ରିପୋର୍ଟ କାର୍ଡ / କଟକ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିକୁ ନେଇ ବିଶ୍ଵବଜାରରେ ତୈଳ ସଂଙ୍କଟ ଦେଖାଦେଇଛି। ଏହାରି ଭିତରେ ଭାରତ ମଧ୍ୟ ବାଦ ପଢ଼ିନି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ପରେ ଉତ୍ତର ପ୍ରଦେଶ ସରକାର ୱାର୍କ ଫ୍ରମ ହୋମ ନିୟମକୁ ଆପଣେଇଛନ୍ତି। ସଂଙ୍କଟ ଭିତରେ ଓଡିଶା ହାଇକୋର୍ଟ ବଡ ନିଷ୍ପର୍ତ୍ତି । ତୈଳ ସଂକଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡ୍ରେ ଚାଲିବ ହାଇକୋର୍ଟ। ଆସନ୍ତା ୧୯ ଓ ୨୧ରେ ଭର୍ଚୁଆଲ୍ ମୋଡ୍ରେ ହାଇକୋର୍ଟ ଚାଲିବ। ଏହାସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ଭର୍ଚୁଆଲ୍ ମୋଡ୍ରେ ହେବ ।ଏହି ସମୟରେ ମାତ୍ର ୫୦% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ।ଭର୍ଚୁଆଲ୍ ମୋଡ୍ ନେଇ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍।






More Stories
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..