ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍ କିରଥିଲେ। ପୂର୍ବାହ୍ନ ୧୧.୦୬ରେ କଲ୍ କରିଥିବାବେଳେ ୧୧.୩୬ରେ ଦୁର୍ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। ଘଟଣାସ୍ଥଳରେ ୧୦୮ ପହଞ୍ଚି କଲ୍ କରିଥିବା ବ୍ୟକ୍ତିଙ୍କୁ କଲ୍ ବ୍ୟାକ୍ କରିଥିଲେ। ତେବେ ଦୁର୍ଘଟଣାରେ ଶିକାର ଯୁବତୀ ମେଡିକାଲ ପଳାଇଥିବା ବ୍ୟକ୍ତି ଜଣଙ୍କ କହିଥିଲେ। ସେହି ସମୟରେ ସୌମ୍ୟଙ୍କ ହାତଗୋଡ଼ ବାନ୍ଧି ପଡ଼ିଆରେ ମାଡ଼ ମାରୁଥିଲେ। ତେବେ ସେ ବ୍ୟକ୍ତି କିଏ ଓ କାହିଁକି ଆମ୍ବୁଲାନ୍ସ ଫେରାଇଦେଲେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ୍ବୁଲାନ୍ସ ଫେରାଇବା ପଛରେ ଷଡ଼ଯନ୍ତ୍ର ଅଛି କି ନାହିଁ ତା’ର ତନାଘନା କରୁଛି ଜାତୀୟ ମାନବାଧିକାର କମିଶନ(NHRC)।






More Stories
ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି…..
ସିବିଏସ୍ଇର ନୂଆ ଅଧ୍ୟକ୍ଷ ଲୋଖଣ୍ଡେ ପ୍ରଶାନ୍ତ…..
ଏଣିକି ପିଲାଙ୍କୁ ମିଳିବ……