ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ମିଳିବ ମାଗଣା ନୂଆ ସ୍କୁଲ ବ୍ୟାଗ୍। ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ବ୍ୟାଗ୍। ସ୍କୁଲ ବ୍ୟାଗ୍ ଶୀଘ୍ର ବଣ୍ଟନ ପାଇଁ ଡିଇଓ ଏବଂ ଡିସିପିଙ୍କୁ ଓସେପା ଏନେଇ ଗୁରୁବାର ଚିଠି ଦେଇଛି। ବ୍ଲକସ୍ତରରୁ ଓସିକ୍ ଯୋଗାଇ ଦେବ ନୂଆ ସ୍କୁଲ ବ୍ୟାଗ୍।
More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..