ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ରାଜଧାନୀ ରାଜରାସ୍ତାରେ ଗୁଳିକାଣ୍ଡ | ଚାଲିଗଲା ଯୁବକଙ୍କ ଜୀବନ। ଗତ କିଛି ଦିନ ମଧ୍ୟରେ ୩ଟି ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା | ଗତକାଲି ବିଳମ୍ବିତ ରାତିରେ ପଏଣ୍ଟ ବ୍ଲାଙ୍କରୁ ଯୁବକଙ୍କ ମୁଣ୍ଡକୁ ଫାୟାରିଂ ହୋଇଛି। ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିରେ ହଳଦୀପଡ଼ିଆର ସୋନୁ ନାୟକଙ୍କ ମୃତ୍ୟୁ ଘଟିଛି। ରାତି ୩ଟାରେ ବମିଖାଲ ସରକାରୀ ବନ୍ଧୁକ ଦୋକାନ ଆଗରେ ଏହି ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ୪ ଜଣଙ୍କୁ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଛି।






More Stories
ବଢ଼ିଲା ମେଡିକାଲ ପିଜି ସିଟ୍…..
ଫେବୃଆରୀ ୧୬ରୁ ସିବିଏସ୍ଇ ବୋର୍ଡ଼ ପରୀକ୍ଷା….
୪ ଜେଲରଙ୍କୁ ଅନ୍ୟତ୍ର ବଦଳି…..