Report Card Odisha

| Daily Odia News

ଜମ୍ମୁ କଟରାରେ ଭୂମିକମ୍ପ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜମ୍ମୁ-କାଶ୍ମୀରର କଟରାରେ ଭୂମିକମ୍ପ ଝଟକା ଅନୁଭବ ହୋଇଛି । ଗୁରୁବାର ଭୋର ୫ଟା ୮ରେ ଭୂକମ୍ପ ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୬ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ କଟରା ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡିଛି । ଐଥିରେ କୌଣସି ଧନଜୀବନ ହାନୀ ହୋଇନାହିଁ ବୋଲି ସୂଚନା ମିଳିଛି । ଏକ ବର୍ଷ ମଧ୍ୟରେ ଜମ୍ମ-କାଶ୍ମୀରର ପାହାଡିଆ ଅଞ୍ଚଳରେ ଅନେକ ଥର ଭୂକମ୍ପ ଅନୁଭବ ହୋଇଛି ।

Breaking News