ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗିରଫ ହେଲେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଏବଂ ପୁଅ ମନୋରଞ୍ଜନ ଦାସ । ଆଜି ଅପରାହ୍ନ ସମୟରେ ଗୁରୁଜୀ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଥିବା ବେଳେ ସନ୍ଧ୍ୟାରେ ପୁଅ ଗିରଫ ହୋଇଛି | ଏମାନଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଛି । ମାନସଙ୍କ ନାଁରେ ହତ୍ୟା କରିବା ନେଇ ଦଫା ୩୦୨ ଲଗାଇଛି ପୋଲିସ୍ । ଦଫା ୩୬୩, ୩୬୪, ୨୦୧, ୧୨୯ବି, ୩୪ ଆଇପିଏସ୍ ଲଗାଇଛି ପୋଲିସ୍ । ବାପ-ପୁଅଙ୍କୁ ଅଭିଯୋଗର ଲମ୍ବା ଳିଷ୍ଠ ରହିଛି । ତେଣୁ ଏକାଧିକ ଅଭିଯୋଗ ଆସିବା ପରେ ପୋଲିସ୍ ଆଜି ବାପ-ପୁଅଙ୍କୁ ଅଚାନକ ଗିରଫ କରିଛି ଖୋର୍ଦ୍ଧା ପୋଲିସ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..