Report Card Odisha

| Daily Odia News

MBBS/BDS କାଉନ୍‌ସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

MBBS/BDS କାଉନ୍‌ସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି | ନଭେମ୍ୱର ୨୯ ତାରିଖରୁ NEETରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କର ଆଡ୍‌ମିଶନ୍‌ ପାଇଁ କାଉନ୍‌ସେଲିଂ କରାଯିବ । ଏନେଇ ଓଜେଇଇ ୱେବ୍‌ସାଇଟ୍‌ରେ କାର୍ଯ୍ୟସୂଚୀ ଉପଲବ୍ଧ ହେବ ।

Breaking News