ରିପୋର୍ଟ କାର୍ଡ / ମୟୁରଭଞ୍ଜ
ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେଉଛି ବାଘ ଗଣନା କାର୍ଯ୍ୟ । ଏନେଇ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି। ଚଳିତ ବର୍ଷ ନୂତନ ଭାବରେ ଡିଜିଟାଲାଇଜେସନ ଯୋଗେ ବାଘ ଗଣନା କରିବାର ଯୋଜନା କରିଛି ଏସ.ଟି.ଆର.। ଜଙ୍ଗଲ ମଧ୍ୟରେ ଗଣନା ପାଇଁ ୫୦୦ରୁ ଉର୍ଦ୍ଧ୍ବ କ୍ୟାମେରା ଲାଗିଥିବା ସୂଚନା ମିଳିଛି । ଏହାସହ ଦୁଇଟି ସ୍ୱତନ୍ତ୍ର ଆପ୍ ଯୋଗେ ତାଲିମପ୍ରାପ୍ତ ବନ କର୍ମଚାରୀ ଏହି ଗଣନା କରିବେ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।






More Stories
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..