ରିପୋର୍ଟ କାର୍ଡ / କଟକ
ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପିଟିସନ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ସିବିଆଇ ଏଫଆଇଆର ରଦ୍ଧ କରିବାକୁ ପିଟିସିନ କରିଥିଲେ ପ୍ରଭାତ । ଏଫଆଇଆର ରଦ୍ଧ ପାଇଁ ହୋଇଥିବା ପିଟିସନ ଖାରଜ କଲେ କୋର୍ଟ । ପିଟିସନ ଖାରଜ ହେବାରୁ ସିବିଆଇର ମାମଲା ଚାଲୁ ରହିବ । ପ୍ରଭାତଙ୍କ ପିଟିସନ ଖାରଜ ନେଇ ସୂଚନା ଦେଇଛନ୍ତ ସିବିଆଇ ଓକିଲ ସାର୍ଥକ ନାୟକ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିଲେ ପ୍ରଭାତ ତ୍ରିପାଠୀ ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..