ରିପୋର୍ଟ କାର୍ଡ / ଭୁବନେଶ୍ୱର
ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି । ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ହେବ । ଓଡ଼ିଶା ଛତିଶଗଡ଼କୁ ଟ୍ରିବୁନାଲର ନିର୍ଦ୍ଦେଶ ଦେଇଛନ୍ତି ଯେ, ଦୁଇ ପକ୍ଷ ଦେଇଥିବା ଇସ୍ୟୁ ଗୁଡ଼ିକର ଦସ୍ତାବିଜ ମଧ୍ୟରୁ କେଉଁଟି ଗ୍ରହଣ କରୁଛନ୍ତି ଏବଂ କେଉଁ ଗୁଡ଼ିକୁ ଗ୍ରହଣ କରୁନାହାଁନ୍ତି ସେ ଦସ୍ତାବିଜର ଫାଇନାଲ କପି ଟ୍ରିବୁନାଲ ନିକଟରେ ଦାଖଲ କରନ୍ତୁ । ଏହାସହ ମାମଲାରେ ଥିବା ସାଖି ମାନଙ୍କର ତାଲିକା ଦାଖଲ କରନ୍ତୁ । ଏ ନେଇ ପରବର୍ତ୍ତୀ ଶୁଣାଣୀ ଫେବୃଆରୀ ପ୍ରଥମ ସପ୍ତାହରେ ହେବ।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….