ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୧୦ ଦସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ ବା ଏଇଇଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ପଞ୍ଚାୟତ ଓ ପାନୀୟ ଜଳ ବିଭାଗରେ ୨୧୦ ଜଣ ନିଯୁକ୍ତି ପାଇଥିବା ସୂଚନା ମିଳିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଅ । ସବୁ କଚ୍ଚା ଘରକୁ ପକ୍କା କରିବାକୁ ସରକାରୀ ପ୍ରତିଶ୍ରୁତିବଦ୍ଧ । ୨୦୧୪ ସୁଦ୍ଧା ସବୁ ଗାଁରେ ଘରକୁ ପାଇପ ପାଣି ଯୋଗାହେବ । ସେଥିପାଇଁ ପଞ୍ଚାୟତ ସ୍ତରରେ ସରକାର ଅଧିକ ମାନବ ସମ୍ବଳ ଯୋଗାଉଛନ୍ତି ।’






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……