ରିପୋର୍ଟ କାର୍ଡ / ମାଲକାନଗିର
ଆସନ୍ତା ୨୬ ତାରିଖରୁ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ବୋଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯାଉଛି BSF । ଏଥିରେ ସେବାରେ ୩୫ଟି ଗାଁର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ବାଲିମେଳା ଡ୍ୟାମର ଉଭୟ ପାର୍ଶ୍ଵରେ ରୋଗୀଙ୍କୁ ଯୋଗାଯିବ ମେଡିକାଲ ସେବା । ଗୁରୁତର ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର ବ୍ୟବସ୍ଥା କରିବ BSF । ଏନେଇ BSFର IG ଏସ.ସି. ବୁଡାକୋଟି ସୂଚନା ଦେଇଛନ୍ତି ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……