ରିପୋର୍ଟ କାର୍ଡ / କଟକ
ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍କୁ ହାଇକୋର୍ଟ କାଏମ୍ ରଖିଛନ୍ତି। ସଂଶୋଧିତ ଆଇନ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତିି। ତେବେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍ ୨୦୨୦ ଆଣିଥିଲେ। ଏହି ଆଇନ୍ ୟୁଜିସି ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କିଛି ଅଧ୍ୟାପକ ହାଇକୋର୍ଟ ଯାଇଥିଲେ। ଅନେକ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏହି ଆଇନ୍ ବିରୋଧରେ ଛାତ୍ର ଅସନ୍ତୋଷ ଦେଖାଯାଇଥିଲା।






More Stories
ଆଚାର ସଂହିତା ଶିଖିବେ ପିସିଆର କର୍ମଚାରୀ…..
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..