Report Card Odisha

| Daily Odia News

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସାଧାରଣ ସଭା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ୧୫.୮.୨୦୨୦ତାରିଖ ପୂର୍ବରୁ ହୋଇଥିବା ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ୨୦୨୨-୨୭ ଆର୍ଥିକ ବର୍ଷ ନିମିତ୍ତ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସ୍ଥିରୀକୃତ ସାଧାରଣ ସଭା ଅନୁଷ୍ଠିତ ହେବ | ଏହି ସଭା ତା ୧୪.୫.୨୨ ସକାଳ ୯ ରେ ପରିଷଦ ର ମୁଖ୍ୟ କାର୍ଯ୍ୟାଳୟ ବ୍ୟାସକବି ଫକୀରମୋହନ ଭବନ ନୟାପଲ୍ଲୀ,୮୮୦(ପି) ଭୁବନେଶ୍ବର-୧୫ ଠାରେ ହୋଇଯାଇଥିବା ସାଧାରଣ ସଭା କୋରମ ନ ହୋଇପାରିନାହିଁ | ତେଣୁ ପରବର୍ତ୍ତୀ ସାଧାରଣ ସଭା ୨୯.୫.୨୨ ରେ ଉପୋରକ୍ତ ସ୍ଥାନରେ, ସେହି ସମୟରେ ଓ ପୂର୍ବ କାର୍ଯ୍ୟସୂଚୀ ଅନୁସାରେ କରାଯିବ ବୋଲି ସୂଚନା ମିଳିଛି |

Breaking News