Report Card Odisha

| Daily Odia News

ଥିଙ୍କର୍ସ୍ କ୍ଳବ ର୍ ୩୦ ତମ ଆଲୋଚନା ସାମାଜିକ କୁସଂସ୍କାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜ୍ଞାନ ଵା ତଥ୍ୟ ଭିତ୍ତିକ ଜ୍ଞାନ୍ ଦ୍ଵାରା ବିଶାଳ ବିଶ୍ଵ କୁ ଜାଣିହେବ ବୋଲି ପ୍ରଫେସର୍ ଧନେସ୍ଵର୍ ସାହୁ ପ୍ରକାଶ କରିଛନ୍ତି। ଥିଙ୍କର୍ସ୍ କ୍ଳବ ର୍ ୩୦ ତମ ଆଭାସୀ ଆଲୋଚନାରେ ପର୍ୟବେଖ୍ୟକ୍ ଭାବେ ଯୋଗ ଦେଇ ଶ୍ରୀ ସାହୁ ଆମର୍ ଅନ୍ଧ ବିଶ୍ଵାସ କୁ କ୍ରମେ ଦୂର କରିବାକୁ କହିଛନ୍ତି । ବକ୍ତା ଭାବେ ଯୋଗ ଦେଇ ଶ୍ରୀ ଗଙ୍ଗାଧର ସାହୁ ,ଆଇ ଏ ଏସ୍ ସାମାଜିକ କୁସଂସ୍କାର ର୍ କୁ ପରିଣାମ ସମ୍ପର୍କରେ କହିଥିଲେ।ପୂର୍ବତନ କୁଳପତି ପ୍ରଫେସର୍ ଶିବ ପ୍ରସାଦ ଅଧିକାରୀ ସଭ୍ୟତା ବିକାଶ ର୍ ଈତିହାସ୍ ସଂମ୍ପର୍କ ରେ ବୁଝାଇଥିଲେ । ସଭାପତି ବରଦା ଦାସ ଏଥି ପାଇଁ ଆମ ସିଖ୍ୟା ପଧତି ଦାଈ ବୋଲି କହିଥିଲେ।ଏଥିରୁ ଯଥାଶିଘ୍ର ମୁକ୍ତି ପାଇଂ ବୁଦ୍ଧଜିବୀ ମିଳିତ ହୋଇ ବାଟ ବାହ।ର କରିବାକୁ ଆହ୍ଵାନ କରିଥିଲେ ।ସଭା ପରିଚ।ଳନା କରିଥିଲେ ଵିଭୂଦତ୍ତ୍ ମହାନ୍ତି ଓ ବନ୍ଦିତା ଦାସ। ପୁର୍ବତନ ସଚିବ ଡ୍ ଈଂ ନନ୍ଦ ନନ୍ଦନ ଦାସ, ଡ୍ ସନ୍ତୋଷ ମହାପାତ୍ର ,ହି ମାନ୍ସୁ କୁମାର ନାୟକ ପ୍ରଶ୍ନ ମାନ ପଚ।ରି ଥିଲେ।ବାହାରିନ୍ ଓଡ଼ିଆ ସମାଜ ତରଫରୁ ସୁଵାସ୍ ସାହୁ ଉଚ୍ଚକୋଟିର ଆଲୋଚନା ର୍ ବକ୍ତା ଓ ଶ୍ରୋତା ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Breaking News