ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଏମାନଙ୍କ ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ କିମ୍ବା ତାଠାରୁ କମ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫ ଜଣ କ୍ୱାରାଣ୍ଟାଇନରୁ ଏବଂ ଅନ୍ୟ ୧୩୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରୁ ୪, କୋରାପୁଟ ଏବଂ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ସଂକ୍ରମଣ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ମୟୁରଭଞ୍ଜ, ନୟାଗଡ ଓ ପୁରୀରୁ ୨ଟି ଲେଖାଏଁ ପଜିଟିଭ କେସ ଆସିଛି । ତେବେ ରାୟଗଡା ଓ ସୋନପୁରରୁ ଜଣେ ଲେଖଶଏଁ କରୋନା କବଳରେ ଆସିଛନ୍ତି ଏବଂ ଷ୍ଟେଟ ପୁଲ ୩୭ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ତେବେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଅରା ୩୩୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ସେହିପରି ଏମାନଙ୍କ ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ବୟସ ୧୮ କିମ୍ବା ତାଠାରୁ କମ ରହିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୫ ଜଣ କ୍ୱାରାଣ୍ଟାଇନରୁ ଏବଂ ଅନ୍ୟ ୧୩୯ ଜଣ ଲୋକାଲ କେସ ଚିହ୍ନଟ ହୋଇଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..