ରିପୋର୍ଟ କାର୍ଡ / ନୂଆଦିଲ୍ଳୀ / ଭୁବନେଶ୍ବର
ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରିଛନ୍ତି। ଏଥିରେ ଓଡ଼ିଶାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ବର କଳିଟା, ଇନ୍ଦୁବାଳା ଗୋସ୍ବାମୀ, ଡ. ଏଲ୍ ହନୁମନ୍ଥୟାହ, ତିରୁଚି ଶିବା, ଭି.ବିଜୟସାଇ ରେଡ୍ଡୀ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..