ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ ଭାଇରାଲ ହେଉଥିବା ଉତ୍ତର ସିଟ୍ ଚାଲିଥିବା ପରୀକ୍ଷାର କି ନୁହେଁ, ତାହା ବର୍ତ୍ତମାନ ଏପର୍ଯ୍ୟ ଜଣାପଡ଼ିନାହିଁ । ଅନ୍ୟପଟେ ଭାଇରାଲ ଉତ୍ତର ସିଟକୁ ନେଇ ମାଲକାନଗିରି ଡିଇଓ କହିଛନ୍ତି କି ଭାଇରାଲ ଉତ୍ତର ସିଟର ବାସ୍ତବତାକୁ ନେଇ ତଦନ୍ତ ଚାଲିଛି ବୋଲି ଡିଇଓ କହିଛନ୍ତି । ଆଜି ରାଜ୍ୟରେ ଶିକ୍ଷକ ନିଯୁକ୍ତି ନେଇ ଓଟିଇଟି ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନ ପତ୍ର ଭାଇରଲ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି |






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..