ରିପୋର୍ଟ କାର୍ଡ / ଭୁବନେଶ୍ୱର
ସେପ୍ଟେମ୍ବର ୨୯ ରେ ଓଡିଶା ଆସିବେ ଜେ.ପି ନଡ୍ଡା । ୨୯ ଓ ୩୦ ତାରିଖ ଦୁଇ ଦିନ ଓଡ଼ିଶାରେ ରହିବେ | ବିଜେପି କୋର୍ କମିଟି ବୈଠକରେ ଚୁଡାନ୍ତ ହୋଇଛି କାର୍ଯ୍ୟକ୍ରମ । ଆସନ୍ତା ୧୩, ୧୪ ଓ ୧୫ରେ ପୁରୀରେ ହେବ ବିଜେପିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ବିଜେପି କରିବ ଆନ୍ଦୋଳନ । ମୋଟ ୩୭ ହଜାର ବୁଥ ସ୍ତରରେ ଆନ୍ଦୋଳନ କରାଯିବ । ଏନେଇ ଆଜି ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ର ଆଜିଏହି ସୂଚନା ଦେଇଛନ୍ତି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..