ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ କିଛି ସମୟ ମଧ୍ୟରେ ଆକାଶରେ ଦେଖିବାକୁ ମିଳିବ ଏୟାର ସୋ | ଆଜି ଭୁବନେଶ୍ବର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆରେ ୯.୩୦ ରେ ସୂର୍ଯ୍ୟକିରଣ ଏୟାର ସୋ ଆରମ୍ଭ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇ ,ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି | ୯ଟି ଫାଇଟର୍ ଜେଟ୍ ଉଡ଼ିବି | ଏୟାର ସୋ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆକଳନ କରିଛି କମିସନରେଟ ପୋଲିସ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ବାୟୁସେନାର ଲଢ଼ୁଆ ବିମାନର କଳା କୌଶଳ ଦେଖିବେ ।






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……