ରିପୋର୍ଟ କାର୍ଡ / କଟକ
ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଛି କଟକ | ତେବେ କିଛି ଦିନ ତଳେ କଟକରୁ ନକଲିଔଷଧ ଜବତ ହୋଇଥିବା ଆଜି ପୁଣି ଏବେ ନକଲି ଔଷଧ ଜବତ ହୋଇଛି । ଦୋଳମୁଣ୍ଡାଇ ମହତାବ ରୋଡ ସ୍ଥିତ ଏକ ଟ୍ରାନ୍ସପୋର୍ଟରୁ ନକଲି ଔଷଧ ଜବତ କରିଛି ପୋଲିସ । ରକ୍ତଚାପ ରୋଗୀ ଖାଉଥିବା ଟେଲମା ଫର୍ଟି ଓ ଟେଲମା ଏ ଏମ ବୋଲି ଜଣା ପଡିଛି । ୧୩୫୦ ଷ୍ଟ୍ରିପ ନକଲି ମେଡିସିନ ଜବତ କରିଲା ପୁରୀଘାଟ ଥାନା ପୋଲିସ । ଜବତ ହୋଇଥିବା ମେଡ଼ିସିନ ତିନି ଲକ୍ଷ ଟଙ୍କା ହେବ ସୂଚନା ମିଳିଛି |






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..