ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫେସବୁକ୍ର ପ୍ରତିଷ୍ଠାତା ତଥା ମେଟାର ସିଇଓ ମାର୍କ ଜୁକରବର୍ଗ ଗୋଟିଏ ବର୍ଷରେ ଅଧା ସଂପତ୍ତି ହରାଇଛନ୍ତି। ବର୍ଷକ ପୂର୍ବେ ତାଙ୍କର ସଂପତ୍ତି ୧୪୨ ବିଲିଅନ ଡଲାର(୧୧.୩୦ ଲକ୍ଷ କୋଟି ଟଙ୍କା) ଥିବାବେଳେ ଏବେ ତାହା ୭୧ ବିଲିଅନ ଡଲାରକୁ ହ୍ରାସ ପାଇଛି। ବର୍ଷକ ମଧ୍ୟରେ ସେ ୭୧ ବିଲିଅନ ଡଲାର (୫.୬୫ ଲକ୍ଷ କୋଟି ଟଙ୍କା) ମୂଲ୍ୟର ସଂପତ୍ତି ହରାଇଛନ୍ତି। ବିଶ୍ବର ଶୀର୍ଷ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜୁକରବର୍ଗଙ୍କ ସ୍ଥାନ ୨୦ରେ ରହିଛି ବୋଲି ବ୍ଲୁମବର୍ଗ ବିଲିୟନେୟାର ସୂଚୀରେ କୁହାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….