Report Card Odisha

| Daily Odia News

ଆଜିଠୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ । ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ଆଜିଠୁ ପାଠପଢ଼ିବେ । ତେବେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ବଦ୍ୟାଳୟରେ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି । ଆଜି ପିଲାମାନଙ୍କର ପ୍ରଥମ କରି କ୍ଲାସ୍‌ ଆରମ୍ଭ ହେବ |

Breaking News