ରିପୋର୍ଟ କାର୍ଡ / ପୁରୀ
ପୁରୀରେ ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ଜିଲ୍ଲାପଳଙ୍କ ଅଧ୍ୟକ୍ଷତାରେ ଛତିଶାନି ଯୋଗ ବୈଠକ ଶେଷହୋଇଛି । କାର୍ତ୍ତିକ ପୁର୍ଣ୍ଣିମା ନୀତିକାନ୍ତି ଚୁଡାନ୍ତ ଚୁୁଡ଼ାନ୍ତ ହେବା ସହିତ ଏହା ଉପରେ ଛତିଶା ନିଯୋଗମୋହର ମାରିଛି। ସେହିପରି ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି, ମହାପ୍ରସାଦ ଯୋଗାଣ ସ୍ବତନ୍ତ୍ର ବ୍ୟବସ୍ଥା ହେବ ବୋଲି ସ୍ଥିର ହୋଇଛି। ସେପଟେ ଆସନ୍ତା ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ଏବଂ ନଭେମ୍ବର ୮ ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୨୪ ରାତି ଓ ନଭେମ୍ବର ୮ ଅପରାହ୍ଣରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଛି । ଏହି ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ଥିଲେ।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..
ଆଜିଠାରୁ ଯୁକ୍ତ ୨ ପରୀକ୍ଷା……